ବର୍ତ୍ତମାନ ଆରମ୍ଭ କରନ୍ତୁ!

ବର୍ତ୍ତମାନ ଆରମ୍ଭ କରନ୍ତୁ!

ଏଲଆଇସି ଏଜେଣ୍ଟ ହୁଅନ୍ତୁ
  • ଭାରତର ସର୍ବବୃହତ ବୀମା କମ୍ପାନୀ ଆପଣଙ୍କୁ ସମର୍ଥନ କରେ
  • କମ୍ ବୀମା ହେତୁ ବଜାରରେ ବିପୁଳ ସମ୍ଭାବନା
  • ଅସୀମିତ ରୋଜଗାର ସୁଯୋଗ
  • ଲୋକଙ୍କୁ ବୀମାଭୁକ୍ତ ହେବାରେ ସାହାଯ୍ୟ କରନ୍ତୁ

ସୁଯୋଗ ଏଠାରୁ ଆରମ୍ଭ ହୁଏ

  • କାର୍ଯ୍ୟ କରିବାରେ ଧରାବନ୍ଧା ସମୟ ନାହିଁ

  • ମାଗଣା ତାଲିମ ଏବଂ ସେମିନାର

  • ଅସୀମିତ ରୋଜଗାର

  • ସାମାଜିକ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ସ୍ୱୀକୃତି

  • ପ୍ରତ୍ୟେକ ବିକ୍ରୟ ଉପରେ ଆକର୍ଷଣୀୟ କମିଶନ

  • ନିଜେ ନିଜର ମାଲିକ ହୁଅନ୍ତୁ

ପୁରସ୍କାର ଉପଭୋଗ କରନ୍ତୁ

ଏଲଆଇସି ଏଜେଣ୍ଟ ଭାବରେ, ଆପଣ ଉତ୍ତମ ରୋଜଗାର ସାଙ୍ଗକୁ ଭଲ ପୁରସ୍କାର ମଧ୍ୟ ପାଇପାରିବେ ।

ବିକ୍ରୟ ପ୍ରୋତ୍ସାହନରାଶି

ପ୍ରଥମ କମିଶନ

ନବୀକରଣ କମିଶନ

ବୋନସ୍ କମିଶନ

ଉତ୍ତରାଧିକାର କମିଶନ

ପ୍ରତିଯୋଗିତା ପୁରସ୍କାର

ବିଶେଷ ଲାଭ

ଗ୍ରାଚ୍ୟୁଇଟି

ଟର୍ମ ଇନସ୍ୟୁରାନ୍ସ

ଗ୍ରୁପ୍ ଇନସ୍ୟୁରାନ୍ସ

ମେଡିକାଲ୍ ଇନସ୍ୟୁରାନ୍ସ

ପେନସନ ଯୋଜନା

ଗ୍ରୁପ୍ ପର୍ସୋନାଲ୍ ଆକ୍ସିଡେଣ୍ଟ ଏବଂ ଡିଜାବିଲିଟି ସ୍କିମ୍

ଜାତୀୟ ଏବଂ ଅନ୍ତର୍ଜାତୀୟ ସମ୍ମିଳନୀର ପ୍ରାୟୋଜକତା

ଭତ୍ତା ଏବଂ ଅଗ୍ରୀମ

ଅଫିସ୍ ଭତ୍ତା

ଆନୁଷଙ୍ଗିକ ଲାଭ

ନିମ୍ନୋକ୍ତ ପାଇଁ ବିଭିନ୍ନ ଅଗ୍ରୀମ

  • • 2/4 ଚକିଆ ଯାନ କ୍ରୟ
  • • ଲାପଟପ୍/କମ୍ପ୍ୟୁଟର
  • • ପର୍ବପର୍ବାଣୀ/ବିବାହ
  • • ଅଫିସ୍ ଉପକରଣ

ରିହାତି ହାରରେ ହାଉସିଂ ଲୋନ୍

*Conditions apply

ଭିଡିଓଗୁଡିକ ଦେଖନ୍ତୁ

ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ

ଏଲଆଇସି ଏଜେଣ୍ଟ ପାଇଁ କୌଣସି ନିର୍ଦ୍ଧାରିତ ଦରମା ନାହିଁ । ଆପଣ ଅସୀମିତ କମିଶନ ଓ ଅନ୍ୟାନ୍ୟ ଲାଭ ଅର୍ଜନ କରିପାରିବେ ।

ଅସୀମିତ ରୋଜଗାର, ଯାହା ଆପଣଙ୍କ ବ୍ୟବସାୟର ସିଧାସଳଖ ଆନୁପାତିକ ଅଟେ ।

ଯେହେତୁ ଆପଣ ନିଜେ ନିଜର ମାଲିକ, ତେଣୁ ଆପଣଙ୍କର କାର୍ଯ୍ୟ ସମୟ ଆପଣ ହିଁ ସ୍ଥିର କରିବେ ।

ହଁ। ଆପଣଙ୍କୁ ଇନସ୍ୟୁରାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ।

ଆପଣ 10ମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।

5 ଟି ସହଜ ଷ୍ଟେପ୍
ରେ ଷ୍ଟାର୍ଟ-ଅପ୍ !

5 ଟି ସହଜ ଷ୍ଟେପ୍ ରେ ଷ୍ଟାର୍ଟ-ଅପ୍ !

  • 1 ଆବେଦନ ପତ୍ର ପୂରଣ କରନ୍ତୁ
  • 2 ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡିକ ଦାଖଲ କରନ୍ତୁ ଯେପରି :-
    ଫଟୋ, ବୟସ ପ୍ରମାଣ, ଠିକଣା ପ୍ରମାଣ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର
  • 3 ଇନସ୍ୟୁରାନ୍ସ ଏଜେନ୍ସି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଉପରେ ତାଲିମ ନିଅନ୍ତୁ
  • 4 ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତୁ
  • 5 ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତୁ

ବର୍ତ୍ତମାନ ଆବେଦନ